ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନା ଆକ୍ରାନ୍ତ ଓ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ସକ୍ରିୟ କରୋନା ମାମଲା ଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ଦେଶରେ ଏପର୍ଯ୍ୟନ୍ତ ୪ଲକ୍ଷ ୫୬ ହଜାର ୮୩୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୮୮୩ ଜଣ ଲୋକ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଥିବା ବେଳେ ଦେଶରେ
ଆରୋଗ୍ୟ ହାର ୬୧.୫୩ ପ୍ରତିଶତରେ ପହଞ୍ଚିଛି।
Get real time updates directly on you device, subscribe now.