କାରୋନା ଆତଙ୍କ : ଦେଶରେ୨୪ ଘଣ୍ଟାରେ ୧୦୩ ମୃତ, ୩୯୭୦ ସଂକ୍ରମିତ ଚିହ୍ନଟ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କୋଭିଡ୍‍ ନାଇଣ୍ଟିନ୍‍ ଆକ୍ରାନ୍ତଙ୍କ ସଂଖ୍ୟା ସାରା ବିଶ୍ୱରେ ପ୍ରାୟ ୪୭ଲକ୍ଷ ହୋଇଥିବା ବେଳେ ୩ଲକ୍ଷ ୧୦ହଜାରରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଗତକାଲି ଗୋଟିଏ ଦିନରେ ୧୭ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକାରେ ପ୍ରାୟ ୧୫ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୮୮ ହଜାର ୬୬୮ ଜଣ ପ୍ରାଣ ହରାଇଛନ୍ତି। ରୁଷରେ ଏବେ ପରିସ୍ଥିତି ଜଟିଳ ଆକାର ଧାରଣ କରିଛି। ଗତକାଲି ସେଠାରେ ୯ହଜାର ୨୦୦ ନୂଆ ଲୋକଙ୍କଠାରେ ଭୂତାଣୁ ସଂକ୍ରମଣ ଦେଖାଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More