କର୍ଣ୍ଣାଟକ ସରକାରଙ୍କ ଆଜି ଏକ ବଡ଼ ନିଷ୍ପତ୍ତି : ରାଜ୍ୟ ଭିତରକୁ ବିମାନ, ଟ୍ରେନ, ଗାଡ଼ି ପ୍ରବେଶ ମନା

23

Get real time updates directly on you device, subscribe now.

ବେଙ୍ଗାଲୁରୁ ( ଏଜେନ୍ସି ) : କରୋନା ସଂକ୍ରମଣର ତୀବ୍ରତାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶର ୫ଟି ରାଜ୍ୟରୁ ଟ୍ରେନ୍, ବିମାନ, କୌଣସି ଗାଡ଼ି କର୍ଣ୍ଣାଟକରେ ପ୍ରବେଶ କରି ପାରିବ ନାହିଁ ବୋଲି ଏକ ନିର୍ଦେଶନାମା ଜାରି କରିଛନ୍ତି । ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଓ ରାଜସ୍ଥାନ । ଏହି ରାଜ୍ୟରୁ କୌଣସି ବିମାନ ରାଜ୍ୟକୁ ଉଡ଼ାଣ ଅନୁମତି ଦିଆଯିବ ନାହିଁ, କୌଣସି ଟ୍ରେନ୍ ବା ବସ୍ ମଧ୍ୟ ଆସି ପାରିବ ନାହିଁ  ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More