କରୋନା ସତ୍ଵେ ଅଟକିବ ନାହିଁ ପେନସନ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ମହାମାରୀ ଭଳି ସଙ୍କଟ ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ତୁରନ୍ତ ପେନସନ୍ ପ୍ରଦାନ କରାଯିବ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଅବସରପ୍ରାପ୍ତ କର୍ମଚାରୀ  ଏବଂ ବରିଷ୍ଠ ନାଗରିକଙ୍କ ପ୍ରତି ଖୁବ୍ ସମ୍ବେଦନଶୀଳ। ତେଣୁ କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନ ନିୟମରେ ବରିବର୍ତ୍ତନ କରାଯାଇଛି।ସିସିଏସ୍ ୧୯୭୨ ପେନସନ ନିୟମ ଅନୁଯାୟୀ ବିଳମ୍ବରେ ମିଳୁଥିବା ପେନସନ ବ୍ୟବସ୍ଥାକୁ ଦୂର କରାଯାଇ ତୁରନ୍ତ ପେନସନ ମିଳିବାର ସୁବିଧା ଲାଗୁ କରାଯାଇଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More