କରୋନା ସଙ୍କଟ ସମୟରେ ଭାରତକୁ ୧୦୦ କୋଟି ଡଲାର ସହାୟତା ଦେବ ବିଶ୍ଵବ୍ୟାଙ୍କ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଙ୍କଟ ସମୟରେ ବିଶ୍ଵବ୍ୟାଙ୍କ ଭାରତକୁ ବଡ଼ ସହାୟତା ଘୋଷଣା କରିଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ବିଶ୍ଵବ୍ୟାଙ୍କ ପକ୍ଷରୁ ୧୦୦ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୭୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଦେବାକୁ ଘୋଷଣା କରିଛି। ସ୍ବତନ୍ତ୍ର ସାମାଜିକ ନିରାପତ୍ତା ପ୍ୟାକେଜ ଏବଂ ସହରାଞ୍ଚଳ ଗରିବ ଓ ପ୍ରବାସୀ ପ୍ୟାକେଜରେ ଏହି ସହାୟଦା ପ୍ରଦାନ କରିବ। ଏହା ପୂର୍ବରୁ କରୋନା ବିରୋଧରେ ଲଢ଼େଇ ପାଇଁ ବ୍ରିକ୍ସ ଦେଶଗୁଡ଼ିକର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ(ଏନଡିବି) ଭାରତକୁ ୧୦୦ କୋଟି ଡଲାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More