କରୋନା ଯୋଦ୍ଧାଙ୍କ ସହ ଅଭଦ୍ରାମୀ କଲେ ୭ ବର୍ଷ ଜେଲ : ଯୋଗୀ ସରକାର

23

Get real time updates directly on you device, subscribe now.

ଲକ୍ଷ୍ନୌ ( ଏଜେନ୍ସି ) : କରୋନା ଯୋଦ୍ଧା କୁହାଯାଉଥିବା ସ୍ବାସ୍ଥ୍ୟ କର୍ମୀ, ପୁଲିସ, ସଫେଇ କର୍ମଚାରୀ, ଡ଼ାକ୍ତର, ନର୍ସ ଆଦିଙ୍କ ସହ ଅଭଦ୍ରାମୀ ବା ଆକ୍ରମଣକୁ ଅତ୍ୟନ୍ତ ଗୁରୁତର ଭାବରେ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶ ସରକାର । କରୋନା ଯୋଦ୍ଧାଙ୍କ ସହ ଅଭଦ୍ରାମୀ କଲେ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୫୦ ହଜାରରୁ ୫ ଲକ୍ଷ ଟଙ୍କା ଜୋରିମାନା କରାଯିବା ନିମନ୍ତେ ଆଇନ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଏକ ଅଧ୍ୟାଦେଶକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More