କରୋନା ମହାମାରୀ ପାଇଁ ବନ୍ଦ ଥିବା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲିଲା

30

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ମହାମାରୀ ପାଇଁ ବନ୍ଦ ଥିବା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ ୧୬ ଅଗଷ୍ଟ ଅର୍ଥାତ ଆଜି ଠାରୁ ମା’ବୈଷ୍ଣବୀ ଦେବୀଙ୍କ ଯାତ୍ରା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପର ଠାରୁ ମାର୍ଚ୍ଚ ମାସରୁ ହିଁ ବୈଷ୍ଣବୀ ଦେବୀଙ୍କ ଯାତ୍ରା ବନ୍ଦ କରାଯାଇଥିଲା। ପ୍ରଥମ ସପ୍ତାହରେ ୨୦୦୦ ଶ୍ରଦ୍ଧାଳୁ ପ୍ରତିଦିନ ଦର୍ଶନ ପାଇଁ ଯାଇପାରିବେ। ଯେଉଁଥିରେ ୧୯୦୦ ଭାରତୀୟ ଓ ୧୦୦ ଜଣ ବିଦେଶୀ ଯାତ୍ରୀ ରହିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More