କରୋନା ଭୂତାଣୁ ସଂକ୍ରମଣରେ ଭାରତରେ ରେକର୍ଡ ସଂଖ୍ୟକ ବୃଦ୍ଧି, ଦିନକରେ ସର୍ବାଧିକ ୫୬୧୧ ସଂକ୍ରମିତ

45

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭୂତାଣୁ ସଂକ୍ରମଣରେ ଭାରତରେ ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ବୁଧବାର ଗୋଟିଏ ଦିନରେ ଦେଶରେ ୫୬୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହି ନୂଆ ସଂକ୍ରମଣ ସହ ଦେଶରେ କରୋନା ସଂକ୍ରମିତଙ୍କ ସହ ୧ଲକ୍ଷ ୬ହଜାର ୭୫୦ରେ ପହଞ୍ଚିଛି। ସେହିପରି ବୁଧବାର ଗୋଟିଏ ଦିନରେ ୧୪୦ ନୂଆ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩୩୦୩ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨,୨୯୮ ସୁସ୍ଥ ହୋଇଛନ୍ତି। ଦେଶରେ ସୁସ୍ଥତା ହାର ୩୯.୬୨ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More