କରୋନା ପାଇଁ ଭିଡିଓ କନଫରନ୍ସି ଆପର ଆଦୃତ ; ଖୁବଶୀଘ୍ର ବଜାର ପ୍ରବେଶ କରିବ ଏୟାରଟେଲର ଆପ ବ୍ଲୁଜିନ୍ସ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ପାଇଁ ଭିଡିଓ କନଫରନ୍ସିର ଆଦୃତ ବଢିଛି। ଭିଡିଓ ମାଧ୍ୟମରେ ପାଠ ପଢାଠୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ଏହାକୁ ନଜରରେ ରଖି ଏୟାରଟେଲ ଟେଲିକମ କମ୍ପାନୀ ଏକ ଭିଡିଓ କନଫରେନ୍ସିଂ ଆପ ଲଞ୍ଚ କରିବାକୁ ଯାଉଛି । ଯାହାର ନାମ ବ୍ଲୁ-ଜିନ୍ସ (BlueJeans) ରହିଛି । ଏଥିପାଇଁ ଏୟାରଟେଲ ଆମେରିକୀୟ କମ୍ପାନୀ ଭେରିଜୋନ (Verizon) ସହ ବୁଝାମଣା କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More