କରୋନାରେ କନ୍ୟାକୁମାରୀ ସାଂସଦ ଏଚ୍.ବସନ୍ତ କୁମାରଙ୍କ ମୃତ୍ୟୁ

14

Get real time updates directly on you device, subscribe now.

ତାମିଲନାଡ଼ୁ ( ଏଜେନ୍ସି ) : ତାମିଲନାଡ଼ୁ ରାଜ୍ୟର କନ୍ୟାକୁମାରୀ ଲୋକସଭା ସାଂସଦ ଏଚ୍.ବସନ୍ତ କୁମାର ଶୁକ୍ରବାର କରୋନାରେ ପ୍ରାଣ ହରାଇଛନ୍ତି । ଗତ ୧୦ ତାରିଖରେ ସେ ଚେନ୍ନଇର ଆପୋଲୋ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ପୂର୍ବରୁ ୨ଥର ବିଧାୟକ ନିର୍ବାଚିତ ହୋଇଥିଲେ ଓ ପ୍ରଥମଥର ୨୦୧୯ରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More