କରୋନାକୁ ହରାଇ ସୁସ୍ଥ ହେଲେ ଅମିତ୍ ଶାହା

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଂକ୍ରମଣର ଶିକାର ହୋଇ ଗୁରୁଗାଓଁର ମେଦାନ୍ତ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୃହ ମନ୍ତ୍ରୀ ଅମିତ୍ ଶାହା ସୁସ୍ଥ ହୋଇଛନ୍ତି । ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏ ସମ୍ପର୍କରେ ବିଜେପି ନେତା ମନୋଜ ତିୱାରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More