ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଦିନକ ପରେ ସିଏଜି ଭାବରେ ଦାୟିତ୍ଵ ନେବେ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଓଡ଼ିଆ ଆଇଏଏସ୍ ତଥା ଗୁଜରାଟ କ୍ୟାଡ଼ର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ ଦିନକ ପରେ  ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି) ଭାବରେ ଦାୟିତ୍ଵ ନେବେ । ମୟୂରଭଞ୍ଜର ବେତନଟୀଠାରେ ଜନ୍ମିତ ଶ୍ରୀ ମୁର୍ମୁ ଏହି ପଦରେ ପ୍ରଥମ ଓଡ଼ିଆ ଭାବରେ କାର୍ଯ୍ୟ କରିବେ । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More