ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ

12

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୫ ଜଣ ଏୟାର ଇଣ୍ଡିଆ ପାଇଲଟ ଲକ୍‌ଡାଉନ୍ ଆରମ୍ଭ ସମୟରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ବିଭିନ୍ନ ସାମଗ୍ରୀ ନେଇ ଯାଉଛନ୍ତି । ଏହି ପାଇଲଟ୍ ମାନେ ମଧ୍ୟ  ଡାକ୍ତରୀ ଉପକରଣ ଆଣିବାକୁ ପଣ୍ୟବାହୀ ବିମାନଗୁଡ଼ିକ ନେଇ ବିଭିନ୍ନ ଦେଶକୁ ଯାତ୍ରା କରୁଛନ୍ତି । ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୫ ଜଣ ପାଇଲଟ  ବୋଇଙ୍ଗ୍ ୭୮୭ ଏପ୍ରିଲ୍ ୧୮ ତାରିଖଦିନ ଦିଲ୍ଲୀରୁ ଗୁଆଙ୍ଗ୍‌ଝୌ ଯାତ୍ରା କରିଥିଲା। ଏହାଛଡ଼ା ଏୟାର୍ ଇଣ୍ଡିଆ ସଙ୍ଘାଇ ଓ ହଂକଂକୁ ଡାକ୍ତରୀ ପଣ୍ୟବାହୀ ବିମାନ ମଧ୍ୟ ଚଳାଇଥିଲେ ଏହି ୫ ଜଣ ପାଇଲଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More