ଆୟକର ଦାଖଲ ସମୟ ସୀମା ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଆୟକର ଦାଖଲ ସମୟ ସୀମାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବିଶେଷ କରି ୨୦୧୮-୧୯ ଆର୍ଥିକ ବର୍ଷ (୨୦୧୯-୨୦) ବର୍ଷ ନିମନ୍ତେ ଉର୍ଦ୍ଧିଷ୍ଟ ଆୟକର ଦାଖଲ ସମୟସୀମାରେ ଏହି ବୃଦ୍ଧି କରାଯାଇଛି। ତେବେ ତୃତୀୟଥର ପାଇଁ ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଆୟକର ଦାଖଲରେ ଏଭଳି ବୃଦ୍ଧି ପଦକ୍ଷେପ ନିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More