ଆସନ୍ତା ୨୫ ତାରିଖରୁ ଆଂଶିକ ଭାବେ ଦେଶରେ ଆରମ୍ଭ ହେବ ବିମାନସେବା

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଗତ ମାର୍ଚ ମାସରୁ ବନ୍ଦ ହୋଇଥିବା ଯାତ୍ରୀବାହୀ ବିମାନ ସେବା ପୁଣି ଆରମ୍ଭ ହେବ । ୪ର୍ଥ ପର୍ଯ୍ୟାୟରେ ଲକ୍ଡ଼ାଉନକୁ କିଛି ପରିମାଣରେ କୋହଳ କରାଯାଇଛି ଏବଂ ସର୍ତ ସହ ବସ୍, ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ହୋଇଛି । ଏହିକ୍ରମରେ ଆସନ୍ତା ୨୫ ତାରିଖରୁ ଆଂଶିକ ଭାବରେ ଦେଶରେ ବିମାନସେବା ଆରମ୍ଭ ହେବ । ମେଟ୍ରୋ ସହର ସହିତ କିଛି ନିର୍ବାଚିତ ସହରକୁ ପ୍ରଥମ ପର୍ଯ୍ୟାୟରେ ବିମାନ ଚଳାଚଳ ଆରମ୍ଭ ହେବ । ତେବେ କେଉଁକେଉଁ ସହରକୁ ପ୍ରଥମରେ ବିମାନ ଉଡ଼ାଣ ହେବ ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More