ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ ଥିବା ଆଇଆଇଟି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ନିମନ୍ତେ ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଇଆଇଟି ଦିଲୀ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମେରିଟ୍ ତାଲିକା ଶୀର୍ଷରେ ଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ପଞ୍ଜୀକରଣ କରିବେ।
Get real time updates directly on you device, subscribe now.
Prev Post
ଦେଶରେ ଗୋଟେ ଦିନରେ ୭୬ ହଜାର ୪୭୨ କରୋନା ପଜିଟିଭ୍ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪, ୬୩,୯୭୨କୁ ବୃଦ୍ଧି
Next Post