ଆସନ୍ତା ସପ୍ତାହ ଗୁରୁତ୍ଵପୂର୍ଣ୍ଣ :ଏମ୍ସ ନିର୍ଦେଶକ

34

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ଆସନ୍ତା ସପ୍ତାହ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏଥିଲାଗି ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ । ଏହି ସମୟରେ ଯଦି ସ୍ଥିିତି ନିୟନ୍ତ୍ରଣକୁ ଆସିପାରିଲା ତେବେ ଭବିଷ୍ୟତ ପାଇଁ ଭଲ ସୂଚନା ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦେଶକ ଡ଼ାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ ଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମିଛି। ତଥାପି ଦେଶରେ ଏବେ ବି ଅନେକ ହଟସ୍ପଟ ରହିଛି । ଯଦି ଆଗାମୀ ୫ରୁ ୭ ଦିନ ଏଭଳି ସ୍ଥିତି ରହିବ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିବାରେ ଦେଶ ସକ୍ଷମ ହୋଇଛି ବୋଲି କହି ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More