ଆସନ୍ତା ଚାରି ସପ୍ତାହ ମଧ୍ୟରେ ଆସିବ ଆଉ ୪ ରାଫାଲ

22

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ପହଞ୍ଚିବ ଦ୍ବିତୀୟ ପର୍ଯ୍ୟାୟରେ ୪ ରାଫାଲ ବିମାନ । ଏହି ବିମାନକୁ ଆଣିବା ନିମନ୍ତେ ଭାରତୀୟ ବାୟୁସେନା ଦଳ ଫ୍ରାନ୍ସରେ ପହଞ୍ଚିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More