ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଆସନ୍ତାକାଲି ଜୁଲାଇ ୧୦ରେ ଆଇସିଏସଇ ପରିଚାଳିତ ୨୦୨୦ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। କାଉଁସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେସନସ, ସିଆଇସିଏସଇ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଅପରାହ୍ନ ୩ଟାରେ ଏହି ଫଳ ପ୍ରକାଶ ପାଇବ। ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ବିଦ୍ୟାଳୟଗୁଡିକ ସେମାନଙ୍କ ଅଧ୍ୟକ୍ଷଙ୍କ ଲଗିନ ଆଇଡ଼ି ଓ ପାସ ୱାର୍ଡ଼ ଦେଇ ପରୀକ୍ଷା ଫଳ ଜାଣିପାରିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More