ଆସନ୍ତାକାଲି ଠାରୁ ଆରମ୍ଭ ହେବ ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତା ମୂଲ୍ୟାଙ୍କନ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :  ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତାର ମୂଲ୍ୟାଙ୍କନ କାର୍ଯ୍ୟ ରବିବାର ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି । କାଲିଠାରୁ ସିବିଏସଇର ଦେଢ ଲକ୍ଷ ଉତ୍ତର ଖାତାର ମୂଲ୍ୟାଙ୍କନ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ସିବିଏସ୍ଇର ୧୭୩ଟି ବିଷୟର ଉତ୍ତର ଖାତାର ମୂଲ୍ୟାଙ୍କନ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ସମସ୍ତ ଉତ୍ତର ଖାତା ଶିକ୍ଷକମାନଙ୍କ ଘରେ ପହଞ୍ଚାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More