‘ଆରୋଗ୍ୟ ସେତୁ’ ସଂକ୍ରମିତ ଲୋକଙ୍କୁ ଠାବ କରିବାରେ ବିଶ୍ୱର ସର୍ବବୃହତ୍‍ ଆପ୍‍

23

Get real time updates directly on you device, subscribe now.

ନୂଆଦିଲ୍ଳୀ ( ଏଜେନ୍ସି ) : ଆରୋଗ୍ୟ ସେତୁ ଗତ ୪୦ ଦିନ ମଧ୍ୟରେ ୧୧କୋଟି ୪୪ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବା ପରେ ସଂକ୍ରମିତ ଲୋକଙ୍କୁ ଠାବ କରିବାରେ ଏହା ବିଶ୍ୱର ସର୍ବବୃହତ୍‍ ଆପ୍‍ ଭାବେ ସାବ୍ୟସ୍ତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଟ୍ୱିଟ୍‍ ଯୋଗେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସରକାର, ଶିଳ୍ପ ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟର ଏହା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More