ଆଗାମୀ ଦିନରେ ଭାରତ ପାଇଁ ଭୟଙ୍କର ବିପତ୍ତି ଆଣିବ କରୋନା

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭାରତ ପାଇଁ ଭୟଙ୍କର ବିପତ୍ତି ଆଣିପାରେ । କରୋନା ନିରାକରଣ ନିମନ୍ତେ ଔଷଧ ନ ବାହାରିଲେ ୨୦୨୧ ଭାରତର ସ୍ଥିତି ଅତି ସଙ୍କଟାପନ୍ନ ହୋଇ ପଡ଼ିବ । ଦେଶରେ ଦୈନିକ ୨.୮୭ ଲକ୍ଷ ଲୋକ ନୂତନ ଭାବରେ ସଂକ୍ରମିତ ହେବେ । ଏପରି ଭବିଷ୍ୟବାଣୀ କରିଛନ୍ତି ଆମେରିକାର ମାସାଚ୍ୟୁଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ଗବେଷକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More