ନୂଆଦିଲ୍ଲୀ(ଏଜେନ୍ସି) : ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଏହାଦ୍ୱାରା ୮୧ କୋଟି ଲୋକେ ଉପକୃତ ହେବେ। ଏନେଇ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିବା ନେଇ ବୁଧବାର କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।
Get real time updates directly on you device, subscribe now.

Next Post
Recover your password.
A password will be e-mailed to you.