ଆଇପିଏସ୍ ଅଧିକାରୀ ବି.ସତୀଶ ବାଲାନ ସିବିଆଇର ନୂଆ ଡ଼ିଆଇଜି ନିଯୁକ୍ତ

12

Get real time updates directly on you device, subscribe now.

ନୂଆଦିଲ୍ଲୀ (ଏଜେନ୍ସି ) : ହରିଆଣା କ୍ୟାଡ଼ର ୨୦୦୪ ଆଇପିଏସ୍ ଅଧିକାରୀ ବି.ସତୀଶ ବାଲାନ ସିବିଆଇର ନୂଆ ଡ଼ିଆଇଜି ଭାବରେ ନିଯୁକ୍ତି ପାଇଛନ୍ତି । ସେହିପରି ଅଶ୍ବିନୀ ସେନଭିଙ୍କୁ ଏସପି ଭାବରେ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ବାଲାନଙ୍କୁ ୫ ବର୍ଷ ପାଇଁ ଏହି ପଦରେ ନିଯୁକ୍ତି ମିଳିଛି । ତେବେ ଅଶ୍ବିନୀ ୪ ବର୍ଷ ପାଇଁ ସିବିଆଇରେ ଏସ୍ପି ପଦରେ ରହିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More