ଅଗ୍ନିକାଣ୍ଡରେ ଭୁଶୁଡ଼ିଲା ଗୋଦାମ ଘର, ୮ ମୃତ, ୮ ଆହତ

19

Get real time updates directly on you device, subscribe now.

ଗୁଜରାଟ ( ଏଜେନ୍ସି ) : ଗୁଜରାଟ ଅହମଦାବାଦର ପିରାନା -ପିପ୍ଲାଜ ରୋଡ଼ ସ୍ଥିତ ଏକ ଗୋଦାମରେ ବୁଧବାର ଅଗ୍ନିକାଣ୍ଡ ହୋଇଛି ।ଅଗ୍ନିକାଣ୍ଡରେ ବିସ୍ଫୋରଣ ହୋଇ ଗୋଦାମ ଘର ଭୁଶୁଡ଼ି ପଡ଼ିବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More