ଅଗଷ୍ଟ ୧୨ ପୂର୍ବରୁ ଦେଶରେ ସ୍ଵାଭାବିକ ହେବ ନାହିଁ ରେଳ ସେବା

37

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ସ୍ବାଭାବିକ ହେବ ନାହିଁ ରେଳସେବା । କେବଳ ସ୍ବତନ୍ତ୍ର ଟ୍ରେନକୁ ଛାଡ଼ିଦେଲେ ଅନ୍ୟ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ । ଲକ୍ ଡ଼ାଉନ ପୂର୍ବରୁ ଚାଲୁଥିବା ପାସେଞ୍ଜର, ମେଲ ଓ ଏକ୍ସପ୍ରେସ ଟ୍ରେନ୍ ବନ୍ଦ ରହିବ । ଏହାବ୍ୟତୀତ ଏପ୍ରିଲ ୧୪ ପୂର୍ବରୁ ଯେଉଁମାନେ ଟ୍ରେନ୍ ଯାତ୍ରା ନିମନ୍ତେ ଆଗୁଆ ବୁକିଂ କରିଥିଲେ ସେମାନଙ୍କର ଅର୍ଥ ସେମାନଙ୍କୁ ଫେରାଇ ଦିଆଯିବ । ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More