ସ୍କୁଟି ଓ ବାଇକ ମଧ୍ୟରେ ମୁଁହାମୁଁହି ଧକ୍କା ସ୍କୁଟି ଆରୋହୀ ମୃତ

72

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – Date – ୨୬/୧୧/୨୦୨୩ ଫୁଲନଖରା -ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପଞ୍ଚବଟୀ ବଜାର ଠାରେ ଗତ କାଲି ରାତି ପ୍ରାୟ ୧୦ .୩୦ ମିନିଟ ସମୟରେ ବାଇକ୍ ଏବଂ ସ୍କୁଟି ମଧ୍ୟରେ ମୁଁହାମୁଁହି ଧକ୍କା ହେବାରୁ ସ୍କୁଟି ଆରୋହୀ କଟକ ରାଜାବଗିଚା ଅଞ୍ଚଳର ସରୋଜ ପ୍ରସାଦ ସାହୁ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକ୍ ଆରୋହୀ ଅମରେଶ୍ୱର୍ ( କାହ୍ନ୍ନା )ଗୁରୁତ୍ଵର ଥିବାରୁ କଟକ ବଡ଼ଡ଼ାକ୍ତର ଖାନାକୁ ପଠା ଯାଇଥିବା ଜଣାପଡ଼ିଛି | ଘଟଣା ସ୍ଥଳରେ ପାହାଳ ପୋଲିସ ଗାଡି ଦୁଇ ଟିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି । ରାସ୍ତାରେ ବଡ ବଡ ଖାଲ ଏବଂ ରାଜ୍ୟ ରାଜପଥ ଅନ୍ଧାର ହେଉଥିବାରୁ ବହୁ ସମୟରେ ଏଭଳି ଦୁର୍ଘଟଣା ଘଟି ବହୁ ଧନ ଜୀବନ ଅବେଳରେ ଚାଲି ଯାଉଥିବା ଜଣାପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More