ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିବା ପିକ୍‌‌ଅପ୍‌‌ ଭ୍ୟାନକୁ ପିଟିଲା ଟ୍ରକ, ୬ ମୃତ

26

Get real time updates directly on you device, subscribe now.

ଆନ୍ଧ୍ରପ୍ରଦେଶ(ଏଜେନ୍ସି) : ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିବା ପିକ୍‌‌ଅପ୍‌‌ ଭ୍ୟାନକୁ ପିଟିଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୫ ଓ ମେଡିକାଲରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ମଚ୍ଛଲିପାଟନମ୍‌‌ ଡିଏସପି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More