ନୂଆପଡା (ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲାରେ କରୋନା ଯେପରି କାୟ ବିସ୍ତାର କରିବାରେ ଚାଳିଛି ଆଜି ପୁଣି ହାତୀବନ୍ଧା ପଞ୍ଚାୟତର ୭ଜଣକୁ କରୋନା ହୋଇ ଥିବା ବେଳେ ସରପଞ୍ଚ ସନ୍ତୋସିନୀ ଅଗ୍ରୱାଲ ୭୨ଘଣ୍ଟା ପାଇଁ ସଡ଼ଡାଉନ ଘୋଷଣା କରିଛନ୍ତି ଓ ମେଡିକାଲ ଓ ଜରୁରୀ ସେବାକୁ ଛାଡି ସବୁ ଦୋକାନ ବଜାରକୁ ବନ୍ଦ କରିବା ପାଇଁ କୁହା ଯାଇଛି । ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ କହିଛନ୍ତି ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ। ।