ରାମେଶ୍ଵର ପ୍ରାଥମିକ ସ୍ୱାସ୍ଥ୍ୟନ୍ଦ୍ରରେ ୨ୟ ଡୋଜର ଟିକା କରଣ ଆରମ୍ଭ

50

Get real time updates directly on you device, subscribe now.

ସାଲେପୁର (ସଂଘର୍ଷ ମିଡିଆ ) : ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ଥିବା ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବିତୀୟ ଡୋଜ ଟିକା କରଣ କରାଯାଇଥିଲା । ଏହି କେନ୍ଦ୍ର କୁ ମାତ୍ର ୧୦୦ ଟି ଟିକା ଆସିଥିବାରୁ ବହୁଲୋକ ଫେରିଥିବା ର ଦେଖିବାକୁ ମିଳିଥିଲା। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଟିକା ନେବାକୁ ଆସିଥିବା ଲୋକେ କିପରି ସୃଙ୍ଖଳାର ସହିତ ଟିକା ନେବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ଓ ଟିକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ବିଶ୍ରାମ କିପରି ନେଇପାରିବେ ସେଥିପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବସିବା ପାଇଁ ସଠିକ୍ ଭାବରେ ପରିଚାଳନା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଟିକା କରଣ କାର୍ଯ୍ୟ କ୍ରମକୁ ଫାର୍ମାସିଷ୍ଟ ସୁଶାନ୍ତ ସାହୁ, ମନୋଜ କୁମାର ଭୋଇ, ସୁଶାନ୍ତ କୁମାର ନାୟକ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ଛାୟା ରାଣୀ ବେହେରା, ପ୍ରମିଳା ବେହେରା ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More