ପରିବାରରୁ ୮ଜଣ କରୋନା ପଜିଟିଭ ଆକ୍ରାନ୍ତ ;ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

26

Get real time updates directly on you device, subscribe now.

ନ ପଟ୍ଟାମୁଣ୍ଡାଇ (ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତର ସାତକୋଡିଆ ଗାଁର ଏକ ପରିବାରରୁ ୮ଜଣଙ୍କୁ କରୋନା ପଜିଟିଭ ଚି଼ହ୍ନଟ ପରେ ଆଜି ତା ୧୧.୬.୨୦୨୧ ରିଖ ସୁକ୍ରବାର ଦିନ ୧୧ ଟା ସମୟରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ୍ର ପରିଡା ଓ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲିପ୍ କୁମାର ସେଠି , ବିଲିକଣା ସରପଞ୍ଚ ବିଜୟ ରାଉତ, ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ କରୋନା ପଜେଟିଭ୍ ହୋଇଥିବା ପରିବାରଙ୍କ ନିକଟରେ ପହଞ୍ଚି କରୋନାକୁ ପରାସ୍ତ କରିବା ପାଇଁ ଉପଦେଶ ଦେବା ସହ ସେ ପରିବାରଙ୍କୁ ଅନ୍ୟ ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଓ ସେହି ପରିବାର ରାସ୍ତାରେ ବାଉଁଶ ବାନ୍ଧି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ପ୍ରଶାସନ।
ବିଲିକଣାର ସାତକୋଡ଼ିଆ ଗାଁ କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ସରପଞ୍ଚ ବିଜୟ ରାଉତ ସୂଚନା ଦେଇଛନ୍ତି ।
(ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More