ଜୁନ୍-ଜୁଲାଇରେ ଶୀର୍ଷସ୍ତରରେ ପହଞ୍ଚିବ କାରୋନା ସଂକ୍ରମଣ : ଦିଲ୍ଲୀ ଏମ୍ସ ନିର୍ଦେଶକ ଡ଼ା. ରଣଦୀପ ଗୁଲେରିଆ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଚଳିତ ମାସ ଓ ଆସନ୍ତା ମାସ (ଜୁନ୍-ଜୁଲାଇ)ରେ ଦେଶରେ କରୋନା ସଂକ୍ରମଣ ଶୀର୍ଷସ୍ତରରେ ପହଞ୍ଚିବ । ଦିଲ୍ଲୀ ଏମ୍ସର ନିର୍ଦେଶକ ଡ଼ା. ରଣଦୀପ ଗୁଲେରିଆ ଏପରି ଆକଳନ କରିଛନ୍ତି । ଡ଼ା. ଗୁଲେରିଆ କହିଛନ୍ତି ଯେ ଏହା ପରେ ଯାଇ କରୋନା ସଂକ୍ରମଣ ହ୍ରାସ ପାଇବ । ବର୍ତମାନ ସ୍ଥିତିରେ ଡ଼ା. ରଣଦୀପ ଗୁଲେରିଆଙ୍କ ଆକଳନ ସଠିକ ହେଉଥିବା ସୂଚନା ମିଳିଛି । ଜୁନ୍ ମାସ ଆରମ୍ଭ ହେଉହେଉ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More