କାରୋନା ଆତଙ୍କ : ଦେଶରେ ଗତ ୨୪ ଘଣ୍ଟାରେ ୨୯୪ ମୃତ, ୯୮୮୭ ନୂଆ ସଂକ୍ରମିତ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଲକ୍ ଡାଉନ ଶେଷ କରାଯାଇ ଅନଲକ୍-୧ ଲାଗୁ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ବିଗତ ଏକ ସପ୍ତାହ ମଧ୍ୟରେ  ୬୧ ହଜାରରୁ ଉର୍ଦ୍ଧ୍ବ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଭାରତ ବିଶ୍ଵ କରୋନା ତାଲିକାରେ ଇଟାଲିକୁ ଫଛରେ ପକାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି । ବିଶ୍ଵ ତାଲିକାରେ ସପ୍ତମ ସ୍ଥାନରେ ଥିବା ଇଟାଲିରେ ବର୍ତ୍ତମାନ ୨ ଲକ୍ଷ ୩୪ ହଜାର ୫୩୧ ଜଣ ସଂକ୍ରମିତ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଥିବା ଭାରତରେ ୨ ଲକ୍ଷ ୩୬ ହଜାର ୬୫୭ ଜଣ ସଂକ୍ରମିତ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More