କରୋନା ପାଇଁ ସିଲ ହେଲା…

29

Get real time updates directly on you device, subscribe now.

ଆଜି କେନ୍ଦ୍ରାପଡ଼ା କଂସାର ଗ୍ରାମ ପଞ୍ଚାୟତ ର ୩ଜଣ ବାହାରୁ ଆସି ପରକୁଳା ପାଞ୍ଚାୟତର କ୍ଵାରେଣ୍ଟାଇନରେ ରହିଥିଲେ । ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା । ତାଙ୍କର ରହିବା ଅବଧି ପୁରି ଯିବାରୁ ତାଙ୍କୁ ହୋମ କ୍ଵାରେଣ୍ଟାଇନରେ ରହିବା ପାଇଁ ଗାଁ କୁ ପଠାଇ ଦିଆଯାଇଥିଲା । ରକ୍ତ ନମୁନା ପଜିଟିଭ ବାହାରିବାରୁ ୪୮ ଘଣ୍ଟା ପାଇଁ ୩୫ଟି ପରିବାରକୁ ପ୍ରସାଶନ ତରଫରୁ ଗ୍ରାମକୁ ନାକାବନ୍ଦୀ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More