ଆଜି ଦେଶରେ ଆଉ ୮୬୧ ଆକ୍ରାନ୍ତ ଚିହ୍ନଟ

19

Get real time updates directly on you device, subscribe now.

ନୂଆଦିଲ୍ଲୀ(ଏଜେନ୍ସି ) : ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ଏକ ହଜାର ତଳେ କରୋନା ମାମଲା ଚିହ୍ନଟ ହୋଇଛି ।  ଗତ ୨୪ ଘଣ୍ଟାରେ ଦେଶରେ ୮୬୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୯୨୯ ଆକ୍ରାନ୍ତ । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More